Below header
Browsing Tag

ladoo recipe

ଆଉ ବେସନ କି ବୁନ୍ଦି ଲଡ଼ୁ ନୁହେଁ, ଏଥର ଟ୍ରାଏ କରନ୍ତୁ ପାନର ଲଡ଼ୁ; ନୋଟ୍‌ କରି ନିଅନ୍ତୁ ପ୍ରସ୍ତୁତ ପ୍ରଣାଳୀ

ଆପଣ ବିଭିନ୍ନ ପ୍ରକାର ଲଡ଼ୁ ଖାଇଥିବେ। ବେସନ ଓ ବୁନ୍ଦିରୁ ତିଆରି ଲଡ଼ୁ ତ ଆପଣ ଅନେକ ଥର ଖାଇଥିବେ ଏବଂ ଖୁଆଇ ଥିବେ। କିନ୍ତୁ ଏହି ଫେଷ୍ଟିଭ୍‌ ଋତୁରେ ନିଜ ଟେଷ୍ଟ୍‍ରେ ସାମାନ୍ୟ ପରିବର୍ତ୍ତନ କରି ଟ୍ରାଏ କରନ୍ତୁ ପାନର ଲଡ଼ୁ। ଏହି ଲଡ଼ୁ ବହୁତ ନିଆରା, ଯାହାକୁ ଘରେ ବହୁତ ସହଜରେ ପ୍ରସ୍ତୁତ କରାଯାଇ…