ୟୁକେରେ ଦ୍ରୁତ ଗତିରେ ବ୍ୟାପୁଛି ଲାମ୍ବଡା ଭାରିଆଣ୍ଟ, ଯାହା ଡେଲ୍ଟା ଭାରିଆଣ୍ଟଠୁ ବି ଅଧିକ ବିପଦ
କେନ୍ଯୁଜ୍: ଡେଲ୍ଟା ଭାରିଆଣ୍ଟଠୁ ବି ଅଧିକ ବିପଦ ଲାମ୍ବଡା ଭାରିଆଣ୍ଟ । ୟୁକେରେ ଦ୍ରୁତ ଗତିରେ ବ୍ୟାପୁଛି ଲାମ୍ବଡା । ଡେଲ୍ଟା ଭାରିଆଣ୍ଟଠାରୁ ଏହା ଅଧିକ ସଂକ୍ରାମକ ବୋଲି ବ୍ରିଟେନ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଏହି ଭାରିଆଣ୍ଟ ପ୍ରଥମେ ପେରୁରେ ଚିହ୍ନଟ ହୋଇଥିଲା । ଏବେ…