Below header
Browsing Tag

land mine found

ପୁଣି ମାଓବାଦୀଙ୍କ ବଡ଼ ଧରଣର ଆକ୍ରମଣ ଯୋଜନା ପଣ୍ଡ, CRPFର କୋବ୍ରା ଯବାନଙ୍କ ଦ୍ବାରା ଲ୍ୟାଣ୍ଡମାଇନ ଉଦ୍ଧାର

ମାଲକାନଗିରି(କେନ୍ୟୁଜ୍‌): ପୁଣି ମାଓବାଦୀଙ୍କ ବଡ଼ ଧରଣର ଆକ୍ରମଣ ଯୋଜନା ପଣ୍ଡ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକମାରେ ଲ୍ୟାଣ୍ଡମାଇନ ଉଦ୍ଧାର କଲେ CRPFର କୋବ୍ରା ଯବାନ । CRPF କୋବ୍ରା ଯବାନ ଏଲମାଗୁଣ୍ଡା ଜଙ୍ଗଲରେ କମ୍ବିଂ ଅପରେସନ ବେଳେ ମେଟାଲ ଡିଟେକ୍ଟର ସାହଯ୍ୟରେ…

ଫେଲ୍‌ ମାରିଲା ମାଓବାଦୀଙ୍କ ଯୋଜନା: ମାଲକାନଗିରି ପିପୋଲପଦରରେ ଉଦ୍ଧାର ହେଲା ଲ୍ୟାଣ୍ଡମାଇନ୍

ମାଲକାନଗିରି: ଫେଲ୍‌ ମାରିଲା ମାଓବାଦୀଙ୍କ ଯୋଜନା। ମାଲକାନଗିରି ଜିଲ୍ଲା ପିପୋଲପଦରରେ ଉଦ୍ଧାର ହେଲା ଲ୍ୟାଣ୍ଡମାଇନ୍‌ । ମାଓବାଦୀଙ୍କ ଯୋଜନାକୁ ପଣ୍ଡ କରିଛନ୍ତି BSF ଜବାନ୍‌ । ପିପୋଲପଦର ନିକଟରେ ମାଓବାଦୀଙ୍କ ଦ୍ୱାରା ଖଞ୍ଜା ଯାଇଥିବା ଲ୍ୟାଣ୍ଡମାଇନ୍‌ ଉଦ୍ଧାର କଲେ ୧୪୪ ବାଟାଲିୟନ୍‌ର BSF…