ପୁଣି ମାଓବାଦୀଙ୍କ ବଡ଼ ଧରଣର ଆକ୍ରମଣ ଯୋଜନା ପଣ୍ଡ, CRPFର କୋବ୍ରା ଯବାନଙ୍କ ଦ୍ବାରା ଲ୍ୟାଣ୍ଡମାଇନ ଉଦ୍ଧାର

ମାଲକାନଗିରି(କେନ୍ୟୁଜ୍‌): ପୁଣି ମାଓବାଦୀଙ୍କ ବଡ଼ ଧରଣର ଆକ୍ରମଣ ଯୋଜନା ପଣ୍ଡ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକମାରେ ଲ୍ୟାଣ୍ଡମାଇନ ଉଦ୍ଧାର କଲେ CRPFର କୋବ୍ରା ଯବାନ । CRPF କୋବ୍ରା ଯବାନ ଏଲମାଗୁଣ୍ଡା ଜଙ୍ଗଲରେ କମ୍ବିଂ ଅପରେସନ ବେଳେ ମେଟାଲ ଡିଟେକ୍ଟର ସାହଯ୍ୟରେ ଲ୍ୟାଣ୍ଡମାଇନ ସନ୍ଧାନ ପାଇବା ପରେ ତାକୁ ନିଷ୍କ୍ରିୟ କରାଯାଇଛି । ଜଙ୍ଗଲ ମଧ୍ୟରେ ଅନ୍ୟ ସ୍ଥାନରେ ମାଓବାଦୀ ଲ୍ୟାଣ୍ଡମାଇନ ବିଛାଇଥିବା ଆଶଙ୍କାରେ ପୋଲିସ ପକ୍ଷରୁ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.