Browsing Tag

largest ashok chakra

ହରିୟାଣାରେ ସ୍ଥାପିତ ହେଲା ଦେଶର ସବୁଠାରୁ ବଡ଼ ଅଶୋକ ଚକ୍ର, ‘ଲିମିକା ବୁକ ଅଫ ରେକର୍ଡ’ରେ ପାଇଲା ସ୍ଥାନ

ହରିୟାଣା ଯମୁନା ନଗରର ଟୋପରାକଲା ଗାଁରେ ଗତବର୍ଷ ଜାନୁଆରୀରେ ଲୁହାର ଧର୍ମଚକ୍ର ସ୍ଥାପିତ କରାଯାଇଥିଲା। ଏବେ ଏହା 'ଲିମିକା ବୁକ ଅଫ ରେକର୍ଡ' ରେ ସ୍ଥାନ ପାଇଛି। ଏହାକୁ ଦେଶର ସବୁଠାରୁ ବଡ଼ ଧର୍ମଚକ୍ର ରୂପେ ସାର୍ଟିଫିକେଟ ମିଳିଛି। ୬ ଟନ ଓଜନର ଏହି ଧର୍ମଚକ୍ର ବ୍ୟାସ ହେଉଛି ୩୦ ଫୁଟ। ଏଥିରେ…