Browsing Tag

Lassa virus

କରୋନା ପରେ ଆସିଲା ଲାସା ଭାଇରସ: ନେଲାଣି ଲୋକଙ୍କ ଜୀବନ, ଜାଣନ୍ତୁ ରୋଗର ଲକ୍ଷଣ ଓ ଉପଚାର

ବର୍ତ୍ତମାନ ସାରା ବିଶ୍ବ କୋଭିଡ ଭାଇରସରେ ଆକ୍ରାନ୍ତ ହେଉଥିବା ବେଳେ ଲୋକଙ୍କୁ ଭୟଭୀତ କରିଛି ଆଉ ଏକ ମାରାତ୍ମକ ଭୂତାଣୁ ଲାସା ଭାଇରସ୍। ଏହା ଲୋକଙ୍କୁ ଲାସା ଜ୍ବରରେ ପୀଡ଼ିତ କରାଉଛି। କରୋନା ପରେ ଏବେ ଏହି ଭାଇରସ ମାରାତ୍ମକ ଭୂତାଣୁ ଭାବେ ଆତଙ୍କ ଖେଳାଉଛି। ଫେବୃଆରୀ ୧୧ ରେ, ବ୍ରିଟେନରେ…