ବିଳମ୍ବରେ ହୋଇଥାଏ ଏହି ଝିଅମାନଙ୍କ ବିବାହ, କାହିଁ ଆପଣ ଏ ତାଲିକାରେ ନାହାନ୍ତି ତ !
ବିବାହକୁ ନେଇ ଝିଅମାନେ ବେଶୀ ସିରିୟସ୍ ଥାଆନ୍ତି । ସବୁ ଝିଅ ଜଣେ କେୟାରିଂ, ଇମାନଦାର, ରୋମାଣ୍ଟିକ ଓ ଭାବନାକୁ ବୁଝୁଥିବା ସାଥୀଟିଏ ଚାହିଁଥାନ୍ତି । ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ କିଛି ରାଶିର ଝିଅମାନଙ୍କ ର ବିବାହ ପାଇଁ ଇଚ୍ଛା ନଥାଏ । ଏହି ଝିଅମାନେ ଡେରିରେ ବିବାହ କରିବାକୁ ପସନ୍ଦ…