Browsing Tag

Lavanya das

ଓଡ଼ିଆ ଝିଅ ଲାବଣ୍ୟା ଦାଶ ହେଲେ ମିଶ୍‌ ଟିନ୍‌ ଡିଭା ଇଣ୍ଡିଆ ଇଣ୍ଟରନ୍ୟାସନାଲ-୨୦୧୯ ଟାଇଟଲର ବିଜେତା

ଭୁବନେଶ୍ୱର(କେନ୍ୟୁଜ୍): ଓଡ଼ିଆ ଝିଅ ଲାବଣ୍ୟା ଦାଶ, ମିଶ୍‌ ଟିନ୍‌ ଡିଭା ଇଣ୍ଡିଆ ଇଣ୍ଟରନ୍ୟାସନାଲ-୨୦୧୯ର ଟାଇଟଲ ବିଜେତା ହୋଇଛନ୍ତି। ନୂଆଦିଲ୍ଲୀରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ସେ ୪୦ ପ୍ରତିଯୋଗୀଙ୍କୁ ପଛରେ ପକାଇ ସଫଳତା ପାଇଥିଲେ। ଭୁବନେଶ୍ୱର ୟନିଟ୍‌-୮ ଡିଏଭି ସ୍କୁଲରେ ଦଶମ ଶ୍ରେଣୀର…