Below header
Browsing Tag

lawyer seema kushwaha joins bsp

ନିର୍ଭୟାକୁ ନ୍ୟାୟ ଦେଇଥିବା ଓକିଲ ସୀମା କୁଶବାହ କରିବେ ରାଜନୀତି, ବିଏସ୍‌ପିରୁ ହେବେ ପ୍ରାର୍ଥୀ

ନୂଆଦିଲ୍ଲୀ : ଏକଦା ନିର୍ଭୟା ଗଣ ଧର୍ଷଣ ମାମଲାରେ ଚର୍ଚ୍ଚାକୁ ଆସିଥିଲେ ଓକିଲ ସୀମା କୁଶବାହ । ନିର୍ଭୟାକୁ ନ୍ୟାୟ ଦେବାରେ ସଫଳ ହୋଇଥିଲେ ଓକିଲ ସୀମା । ସେତେବେଳେ ସୀମାଙ୍କୁ ସାରା ଦେଶ ସାବାସୀ ଦେଇଥିଲା । ଏବେ ସୀମା ରାଜନୀତିରେ ପ୍ରବେଶ କରିବେ ବୋଲି ଜଣାପଡ଼ିଛନ୍ତି । ସେ ଆଜି ବହୁଜନ ସମାଜ…