Below header
Browsing Tag

lawyers protest

ସମ୍ବଲପୁର ଓକିଲ ଆନ୍ଦୋଳନ ଘଟଣା: ତଦନ୍ତ କରିବ ବାର୍‌ କାଉନସିଲ ଅଫ୍‌ ଇଣ୍ଡିଆର ୩ ଜଣିଆ ଫ୍ୟାକ୍ଟ ଫାଇଣ୍ଡିଂ କମିଟି

ସମ୍ବଲପୁର(କେନ୍ୟୁଜ୍): ସମ୍ବଲପୁର ଓକିଲ ଆନ୍ଦୋଳନ ଘଟଣାର ତଦନ୍ତ କରିବ ବାର୍‌ କାଉନସିଲ ଅଫ୍‌ ଇଣ୍ଡିଆର ୩ ଜଣିଆ ଫ୍ୟାକ୍ଟ ଫାଇଣ୍ଡିଂ କମିଟି । ଏହି କମିଟିରେ ଅଛନ୍ତି ବରିଷ୍ଠ ଆଇନଜୀବୀ ଡିପି ଧଳ, ମାନସ ମହାପାତ୍ର ଏବଂ ଜଶୋବନ୍ତ ଦାସ । ଜାନୁଆରୀ ୧୫ ତାରିଖ ସୁଦ୍ଧା ବିସିଆଇକୁ କମିଟି ରିପୋର୍ଟ…

ଦୌରାଜଜ୍‌ଙ୍କ ଚାମ୍ବରରେ ପଶି ଭଙ୍ଗାରୁଜା ପଡିଲା ମହଙ୍ଗା, ୧୨ ଆଇନଜୀବୀ ଗିରଫ

ସମ୍ବଲପୁର(କେନ୍ୟୁଜ୍): କୋର୍ଟ ଭିତରେ ପଶି ଓକିଲଙ୍କ ଭଙ୍ଗାରୁଜା ଘଟଣାରେ ୧୨ ଆଇନଜୀବୀଙ୍କୁ ଗିରଫ କଲା ସମ୍ବଲପୁର ଥାନା ପୋଲିସ। ଦୌରାଜଜ୍‌ଙ୍କ ଚାମ୍ବରରେ ପଶି ଭଙ୍ଗାରୁଜା କରିବା ଅଭିଯୋଗରେ ଗିରଫ କରାଯାଇଛି। ୯ ଜଣଙ୍କ ଜାମିନ୍‌ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ୍‌ ପଠାଇ ଦିଆଯାଇଛି।…

ଏସସିବି ମେଡିକାଲରେ ଆଇନଜୀବୀଙ୍କୁ ଆକ୍ରମଣ ଘଟଣା ପ୍ରସଙ୍ଗ: କେସ୍‌ ଡାଏରି ଦାଖଲ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ(କେନ୍ୟୁଜ୍):ଏସସିବି ମେଡିକାଲରେ ଆଇନଜୀବୀଙ୍କୁ ଆକ୍ରମଣ ଘଟଣା ପ୍ରସଙ୍ଗକୁ ହାଇକୋର୍ଟ ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି । ଏନେଇ ମଙ୍ଗଳାବାଗ ଥାନାରେ ରୁଜୁ ମାମଲାରେ ତଦନ୍ତର ଅଗ୍ରଗତି ନେଇ ଅବଗତ କରବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଏଥିସହ କେସ୍‌ ଡାଏରି ଦାଖଲ ପାଇଁ…

ସହାୟତା ନ ମିଳିବାରୁ ପରିବା ବିକି ପ୍ରତିବାଦ କଲେ ଆଇନଜୀବୀ

କଟକ; ଆଇନଜୀବୀଙ୍କ ଅଭିନବ ପ୍ରତିବାଦ। ଏଥର ହଟ୍ଟଗୋଳ କିମ୍ବା ରାସ୍ତା ରୋକ କରି ନୁହେଁ ବରଂ ପରିବା ବିକ୍ରି କରି କିଛିଟା ଭିନ୍ନ ଢଙ୍ଗରେ ପ୍ରତିବାଦ ଜଣାଇଲେ ଓକିଲ ସଂଘ । କଟକ ସ୍ଥିତ "ହାଇକୋର୍ଟ ବାର ଆସୋସିଏସନ" ସମ୍ମୁଖରେ ପରିବା ବିକି ଅଭିନବ ଶୈଳୀରେ ପ୍ରତିବାଦ କଲେ ଆଇନଜୀବୀ । ୧୦ ବର୍ଷରୁ…