Browsing Tag

laxmi bomb renamed

ଅନେକ ବିବାଦ ପରେ ଏବେ ପରିବର୍ତ୍ତନ ହେବ ‘ଲକ୍ଷ୍ମୀ ବମ୍ବ’ ଫିଲ୍ମର ନାମ, ଜାଣନ୍ତୁ କଣ ରହିଛି ଅକ୍ଷୟ…

ଅକ୍ଷୟ କୁମାରଙ୍କ ଫିଲ୍ମ 'ଲକ୍ଷ୍ମୀ ବମ୍ବ' ରିଲିଜ୍ ପୂର୍ବରୁ ହିଁ ବିବାଦରେ ଘେରି ହୋଇ ରହିଛି । ଏହି ଚଳଚ୍ଚିତ୍ରର ନାମକୁ କ୍ରମାଗତ ଭାବେ ବିରୋଧ କରାଯାଇ ଆସୁଛି । ତେବେ ଏହି ବିବାଦକୁ ଶାନ୍ତ କରିବା ପାଇଁ ନିର୍ମାତାମାନେ ବର୍ତ୍ତମାନ ଫିଲ୍ମର ନାମ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛନ୍ତି…