USAIDରେ ଟ୍ରମ୍ପ ଛାଟ, ୨ ହଜାର କର୍ମଚାରୀଙ୍କୁ ଛଟେଇ, ହଜାରରୁ ଅଧିକଙ୍କୁ ଜବରଦସ୍ତ ଛୁଟି
ଆମେରିକା ରାଷ୍ଟ୍ରପତିଙ୍କ ଡୋନାଲ୍ଡ ଟ୍ରମ୍ପ ସରକାରର ବଡ଼ ନିଷ୍ପତ୍ତି । ୟୁଏସ୍ ଏଜେନ୍ସି ଫର ଇଣ୍ଟନେସନାଲ ଡେଭଲପମେଣ୍ଟ (USAID) ର ୨ ହଜାର କର୍ମଚାରୀଙ୍କୁ ଛଟେଇ କରିଛନ୍ତି । ଏଥିସହ ନୋଟିସ ଜାରି କରି ହଜାର ହଜାର ଲୋକଙ୍କୁ ଛୁଟିରେ ପଠାଯାଇଛି ।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ…