Browsing Tag

leaves

ଆୟୁର୍ବେଦିକ ଗୁଣରେ ଭରପୂର ଅମୃତଭଣ୍ଡା ପତ୍ର, ଦୂର କରିବା ପିରିୟଡ୍ସ ଓ ହଜମ ଜନିତ ସମସ୍ୟା

ଆମେ ସମସ୍ତେ ଜାଣିଛନ୍ତି ଯେ ଅମୃତଭଣ୍ଡା ଖାଇବା ସ୍ୱାସ୍ଥ୍ୟ ପାଇଁ ବେଶ୍‌ ଲାଭଦାୟକ । କିନ୍ତୁ ଆପଣ ଅମୃତଭଣ୍ଡା ପତ୍ରର ଉପକାର ବିଷୟରେ ଜାଣିଛନ୍ତି କି ? ଯଦି ନା, ତାହେଲେ ଆସନ୍ତୁ ଆମେ ଆଜି ଆପଣଙ୍କୁ ଜଣାଇବୁ ଅମୃତଭଣ୍ଡା ପତ୍ରରେ ଥିବା ପୋଷକ ତତ୍ତ୍ୱ, କ୍ୟାନ୍ସର ଭଳି ଗମ୍ଭୀର ରୋଗରେ ଲାଭଦାୟକ…

କାହିଁକି ଗ୍ରୀଷ୍ମ ଅପେକ୍ଷା ଶୀତ ଋତୁରେ ଗଛରୁ ପତ୍ର ଅଧିକ ଝଡିଥାଏ ?

ଆପଣ ନିଶ୍ଚୟ ଧ୍ୟାନ ଦେଇଥିବେ ଯେ ଯେତେବେଳେ ଗ୍ରୀଷ୍ମ ଋତୁ ଆସିଥାଏ, ସେତେବେଳେ ପ୍ରଚଣ୍ଡ ଖରା ହୋଇଥାଏ । ଯାହା ଫଳରେ ଲୋକମାନେ ଗଛର ଛାଇ ଖୋଜିଥାନ୍ତି । ଏହି ସମୟରେ ଗଛରୁ ମଧ୍ୟ କମ୍‌ ପତ୍ର ଝଡିଥାଏ । ତେବେ ବସନ୍ତ ଋତୁ ଆସିବା ମାତ୍ରେ ଗଛରେ ବହୁତ ପତ୍ର ଦେଖିବାକୁ ମିଳିଥାଏ । କିନ୍ତୁ ଶୀତ…

ଡାଇବେଟିସ୍‌କୁ ନିୟନ୍ତ୍ରଣ କରାଇବାରେ ସାହାଯ୍ୟ କରିଥାଏ ଏହି ଉଦ୍ଭିଦ, ଜାଣନ୍ତୁ କିପରି କରିବେ ଏହାର ବ୍ୟବହାର

ବର୍ତ୍ତମାନ ସାରା ବିଶ୍ୱରେ ଡାଇବେଟିସ୍‌ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢି ଚାଲିଛି । ତେବେ ଏହା ଏକ ଏପରି ରୋଗ ଯାହା ଆପଣଙ୍କୁ ପୂରା ଜୀବନ ପାଇଁ ହୋଇଥାଏ । ଏଥିପାଇଁ ଆପଣ ନିଜ ଲାଇଫ୍‌ଷ୍ଟାଇଲ୍‌କୁ ଠିକ୍‌ ଭାବେ ରଖିବାକୁ ପଡିବ, ଯାହା ଫଳରେ ଆପଣ ନିଜ ଡାଇବେଟିସ୍‌କୁ ସହଜରେ ନିୟନ୍ତ୍ରଣ…

ଇଚ୍ଛା ଶକ୍ତି ଥିଲେ ସବୁ ସମ୍ଭବ, ଶୁଖିଲା ପତ୍ରରେ ତିଆରି କରୁଛନ୍ତି ଜୀବନ୍ତ ଚିତ୍ର

ପତ୍ରରେ କରୁଛନ୍ତି ଜୀବନ୍ତ ଚିତ୍ର । ଆପଣ ବି ଦେଖିଲେ ନିଜ ଆଖିକୁ ବିଶ୍ୱାସ କରିପାରିବେନି । ସାଧାରଣ ପତ୍ରକୁ ନେଇ ହାତର ଯାଦୁ ଦେଖାଉଛନ୍ତି । ବର୍ତ୍ତମାନର ଆଧୁନିକ ଯୁଗର ଲୋକମାନେ ମୋବାଇଲରେ ସମୟ ଦେଉଥିବା ବେଳେ ଏହି ବ୍ୟକ୍ତି ଜଣଙ୍କ ନିଜ କଳାକୁ ସମସ୍ତଙ୍କ ସାମ୍ନାକୁ ଆଣିଛନ୍ତି । ଯାହା…

ଏହି ସବୁ ପତ୍ରରେ ଲୁଚି ରହିଛି ବିଶେଷ ଗୁଣ, ଏହାକୁ ଖାଇବା ଦ୍ୱାରା ଭଲ ହୁଏ ଅନେକ ରୋଗ

ଆୟୁର୍ବେଦରେ ଅନେକ ଘରୋଇ ଉପଚାର ବିଷୟରେ କୁହାଯାଇଛି, ଯାହା ଶରୀରରେ ଥିବା ଗମ୍ଭୀର ରୋଗରୁ ରକ୍ଷା କରିପାରେ। ଏହା ସହିତ ଶରୀରକୁ ଅଧିକ ସମୟ ପର୍ଯ୍ୟନ୍ତ ସୁସ୍ଥ ରଖିବାରେ ମଧ୍ୟ ସାହାଯ୍ୟ କରିଥାଏ। ଏପରି ପତ୍ରରେ ଲୁଚି ରହିଛି ବିଶେଷ ଗୁଣ, ଯାହା ଆପଣଙ୍କ ଶରୀରରେ ଥିବା ବିଭିନ୍ନ ରୋଗକୁ ଦୂର…