ପାଦ କଳାପଣ ଦୂର କରିବ ଏହି ପ୍ୟାକ୍, ଜାଣନ୍ତୁ କେମିତି କରିବେ ବ୍ୟବହାର
ଯେକୌଣସି ଋତୁରେ ହେଉ ନା କାହିଁକି ଟ୍ୟାନିଂର ସମସ୍ୟା ଦେଖିବାକୁ ମିଳିଥାଏ। ଟ୍ୟାନିଂ ହାତ, ଗୋଡରେ ବେଶୀ ଦେଖାଯାଏ। ଖରାରେ ଚପଲ ପିନ୍ଧି ଗଲେ ଏପରି ସମସ୍ୟା ବେଶି ଦେଖିବାକୁ ମିଳିଥାଏ। ଅଧିକାଂଶ ଯୁବତୀ ଏହି ସମସ୍ୟା ଦୂର କରିବା ପାଇଁ ପେଡିକିଓର କରନ୍ତି। କିନ୍ତୁ ଏହା ଭଲ ଭାବେ ଦୂର ହୋଇନଥାଏ।…