Below header
Browsing Tag

lic pension scheme

ବରିଷ୍ଠ ନାଗରିକଙ୍କ ପାଇଁ ଏଲ୍‌ଆଇସିର ପେନ୍‌ସନ୍‌ ପଲିସିରେ ଭଲ ସୁଧ, ଜାଣନ୍ତୁ କ’ଣ ରହିଛି ଅନ୍ୟାନ୍ୟ ସୁବିଧା

ସ୍ଥାୟୀ ଜମା ଉପରେ ସୁଧ ରେଟ୍‌ କମିବା ପରେ ଦେଶରେ ଥିବା ଜମାକାରୀଙ୍କ ମନରେ ନିରାଶ ଭାବ ସୃଷ୍ଟି ହୋଇଛି । ବିଶେଷକରି ୬୦ ବର୍ଷ ବୟସ ଉପରେ ଥିବା ବରିଷ୍ଠ ନାଗରିକଙ୍କୁ ଏହା ଅଧିକ ନିରାଶ କରିଛି । କାରଣ ବରିଷ୍ଠ ନାଗରିକମାନେ ସୁରକ୍ଷିତ ଓ ସ୍ଥିର ଜମା ପାଇଁ ବିଶେଷକରି ବ୍ୟାଙ୍କ୍‌ ଉପରେ ନିର୍ଭର…