Browsing Tag

Liger First Look

ବିଜୟ ଦେବରକୋଣ୍ଡାଙ୍କୁ ଷ୍ଟେଜ୍‌ରେ ଦେଖି ମତୁଆଲା ହେଲେ ଫ୍ୟାନ୍‌, ସ୍ଥିତି ଅଣାୟତ୍ତ ହେବାରୁ ବନ୍ଦ ହେଲା ପ୍ରୋଗ୍ରାମ୍‌

ଖୁବ୍‌ ଶୀଘ୍ର ପରଦାକୁ ଆସୁଛି ଅନନ୍ୟା ପାଣ୍ଡେ ଓ ବିଜୟ ଦେବରକୋଣ୍ଡାଙ୍କ ଫିଲ୍ମ ଲାଇଗର। ଏହି ଫିଲ୍ମ ଦେଖିବାକୁ ଫ୍ୟାନ୍‌ମାନେ ଖୁବ୍‌ ଆଗ୍ରହର ସହକାରରେ ଅପେକ୍ଷା କରିଛନ୍ତି। ଫିଲ୍ମର ପ୍ରମୋସନ୍‌ ପାଇଁ ଉଭୟ କଳାକାର ଜୋର ସୋରରେ ଲାଗିପଡ଼ିଛନ୍ତି। ନିକଟରେ ଅନନ୍ୟା ଓ ବିଜୟଙ୍କୁ ମୁମ୍ବାଇର ଲୋକାଲ…

ଅନନ୍ୟା ପାଣ୍ଡେ ଏବଂ ବିଜୟ ଦେବରକୋଣ୍ଡାଙ୍କ ଫିଲ୍ମ ‘Liger’ର ଫାଷ୍ଟ ଲୁକ୍‌ ଆଉଟ୍‌

କରନ ଜୋହରଙ୍କ ଫିଲ୍ମ ‘ଲାଇଗର’ ଫାଷ୍ଟ ଲୁକ୍‌ ଜାରି ହୋଇଛି। ବିଜୟ ଦେବରକୋଣ୍ଡାଙ୍କ ଅଭିନୀତ ଏହି ଫିଲ୍ମରେ ଅନନ୍ୟା ପାଣ୍ଡେ ମୁଖ୍ୟ ଭୂମିକାରେ ନଜର ଆସିବେ। ଫିଲ୍ମର ପ୍ରଥମ ଝଲକ ଦେଖି ଫ୍ୟାନ୍ସଙ୍କ ମଧ୍ୟରେ ଉତ୍କଣ୍ଠା ବଢିଯାଇଛି। ଏହି ଫିଲ୍ମରେ ବିଜୟ ଦମଦାର ଭୂମିକାରେ ନଜର ଆସିଛନ୍ତି। ତାଙ୍କ…