Below header
Browsing Tag

LINGARAJ RATHA

ଶ୍ରୀଲିଙ୍ଗରାଜଙ୍କ ରଥଯାତ୍ରା ପାଇଁ କଟକଣା ଲାଗୁ: ଆସନ୍ତା ୯ ଓ ୧୩ରେ ମାଉସୀ ମା’ ଛକ-ରଥ ରୋଡ୍‌ରେ ଗଡ଼ିବନି ଗାଡ଼ି

ଭୁବନେଶ୍ବର(କେନ୍ୟୁଜ୍):  କମିସନରେଟ୍‌ ପୋଲିସ ପକ୍ଷରୁ ଆସନ୍ତା ୯ ଓ ୧୩ ତାରିଖ ଦିନ ମାଉସୀ ମା’ ଛକଠାରୁ ରଥ ରୋଡ୍‌ ପର୍ଯ୍ୟନ୍ତ କଟକଣା ଲାଗୁ । ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରଥଯାତ୍ରାକୁ ନଜରରେ ରଖି କିଭଳି ସୁଚାରୁରୂପେ ପରିଚାଳନା କରିହେବ ସେନେଇ ଏଭଳି ପଦକ୍ଷପ ଗ୍ରହଣ କରାଯାଇଛି।…

ଚଳିତ ବର୍ଷ ବିନା ଭକ୍ତରେ ହେବ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା, ସାମିଲ ହେବେନି ଶ୍ରଦ୍ଧାଳୁ

କେନ୍ୟୁଜ୍(ବ୍ୟୁରୋ):  ଚଳିତ ବର୍ଷ ବିନା ଭକ୍ତରେ ହେବ ରୁକୁଣା ରଥଯାତ୍ରା । ଶ୍ରୀଲିଙ୍ଗରାଜଙ୍କ ରଥଯାତ୍ରାରେ ସାମିଲ ହେବେନି ଶ୍ରଦ୍ଧାଳୁ । କୋଭିଡ କଟକଣା ଭିତରେ ପାଳନ ହେବ ରଥଯାତ୍ରା । ଏନେଇ BMC ପକ୍ଷରୁ ଗାଇଡଲାଇନ୍‌ ଜାରି କରାଯାଇଛି। ରଥଯାତ୍ରା ପୂର୍ବରୁ ସେବାୟତଙ୍କ RT-PCR ଟେଷ୍ଟ…

ଟଣା ହେଲା ରୁକୁଣା ରଥ, ମାଉସୀ ମାଅ ମନ୍ଦିର ଅଭିମୁଖେ ଗଲେ ଶ୍ରୀ ଲିଙ୍ଗରାଜ

ଭୁବନେଶ୍ବର (କେନ୍ୟୁଜ୍) : ଆଜି ପବିତ୍ର ଅଶୋକାଷ୍ଟମୀ। ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା। ରଥ ଚଢ଼ି ମାଉସୀ ମାଆ ମନ୍ଦିର ଅଭିମୁଖେ ବାହାରିଛନ୍ତି ପ୍ରଭୁ ଶ୍ରୀ ଲିଙ୍କରାଜ। ହଜାର ହଜାର ଭକ୍ତ ଆନନ୍ଦ ଉଲ୍ଲାସରେ ରୁକୁଣା ରଥକୁ ଟାଣି ନେଉଛନ୍ତି। ସମସ୍ତ ନୀତିକ୍ରାନ୍ତି ସରିବା ପରେ ସାଢ଼େ…

ଲିଙ୍ଗରାଜଙ୍କ ରୁକୁଣା ରଥର ନୀତିକାନ୍ତି ସମୟ ହେଲା ଧାର୍ଯ୍ୟ , ଜାଣନ୍ତୁ କେଉଁ ଦିନ ହେବ ଅନୁଷ୍ଠିତ

ଭୁବନେଶ୍ୱର (କେନ୍ୟୁଜ୍): ଆସନ୍ତା ୧୩ତାରିଖରେ ହେବାକୁ ଥିବା ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥାଯାତ୍ରା ପାଇଁ ଆଜି ସ୍ୱତନ୍ତ୍ର ସର୍କିଟ୍ ହାଉସରେ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରଥଯାତ୍ରାଠାରୁ ବାହୁଡ଼ାଯାତ୍ରା ପର‌୍ୟ୍ୟନ୍ତ ବିଭିନ୍ନ ସରକାରୀ ବିଭାଗର କାର‌୍ୟ୍ୟ ସହ…

ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ ପାଇଁ କାଠ ଅନୁକୂଳ

ଭୁବନେଶ୍ୱର (କେ ନ୍ୟୁଜ୍‌) : ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ ପାଇଁ ଆଜି କାଠ ଅନୁକୂଳ ହୋଇଛି । ସେବାୟତ ଓ ପୂଜକମାନେ ପାରମ୍ପରିକ ଭାବେ ରଥ କାଠର ପୂଜାର୍ଚ୍ଚନା କରିଛନ୍ତି । ଆସନ୍ତା ଏପ୍ରିଲ ୧୩ ତାରିଖରେ ଅଶୋକାଷ୍ଟମୀ ଯାତ୍ରା ପାଳନ କରାଯିବ । ଏହି ଦିନ ପ୍ରଭୁ ଲିଙ୍ଗରାଜ ରଥ ଚଢ଼ି ମାଉସୀ ମା…