Below header
Browsing Tag

lion cub

ଭୁଲରେ ସିଂହ ଖୁଆଡ଼ରେ ପଶିଗଲା ବିଲୁଆ, ଦୀର୍ଘ ସମୟର ଛକାପଞ୍ଝା ପରେ ବଞ୍ଚିଗଲା ଜୀବନ; ଦେଖନ୍ତୁ ଭିଡିଓ

ଇନ୍ଦୋର: ସିଂହ ଖୁଆଡ଼ରେ ବିଲୁଆ। ଇନ୍ଦୋରର ଏକ ଚିଡ଼ିଆଖାନାରେ ସିଂହ ଖୁଆଡ଼ରେ ଏକ ବିଲୁଆ ପଶିଯାଇଥିଲା। କିନ୍ତୁ ଚତୁର ବିଲୁଆ ଉପସ୍ଥିତ ବୁଦ୍ଧି ଖଟାଇ ସିଂହକୁ ମାତ୍‌ ଦେବାରେ ସମର୍ଥ ହୋଇଛି ଓ ନିଜ ଜୀବନ ବଞ୍ଚାଇ ସୁରକ୍ଷିତ ଭାବେ ବାହାରକୁ ଆସିପାରିଛି। ଏହି ଘଟଣା ବେଳର ଭିଡିଓ ଏବେ ସୋସିଆଲ…

ମା’ ମମତାର ମୂଲ ବୁଝିପାରିଲା ସିମ୍ପାଞ୍ଜି, ନିଜେ କ୍ଷୀର ପାଇଁ ଦୌଡି ଆସି ବାଘ ଛୁଆକୁ ବୋତଲରେ ପିଆଇ ଦେଲା କ୍ଷୀର

ସବୁଠାରୁ ସୁନ୍ଦର ଶବ୍ଦ କ’ଣ ? ଆପଣଙ୍କ ପାଟିରୁ ମା’ ହିଁ ବାହାରିବ। ମା’ର ମମତାର କୌଣସି ମୂଲ ନାହିଁ। ନିଜ ଛୁଆ ପାଇଁ ମା’ ମନରେ ଭଲପାଇବା, ଚିନ୍ତା, ଶାସନ କରିବା ଇତ୍ୟାଦି ରହିଥାଏ। ଠିକ୍‌ ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା ଦେଖିଲେ ମା’ର ମମତା କଥା ଜାଣିପାରିବେ। ଏହି ଭିଡିଓରେ…

ଜନ୍ମ ହେଉ ହେଉ ଗର୍ଜନ କରିବାକୁ ଚେଷ୍ଟା କରୁଛି ସିଂହ ଛୁଆ ! ବାହାର କରୁଛି ଏମିତି ରଡି, ଦେଖନ୍ତୁ Viral Video

ସୋସିଆଲ ମିଡିଆରେ ଜଙ୍ଗଲର ଭିଡ଼ିଓକୁ ଲୋକେ ଖୁବ ପସନ୍ଦ କରୁଛନ୍ତି। ସିଂହ ଶିକାର କରୁଥିବାର ଭିଡ଼ିଓ ଅନେକ ବାର ଭାଇରଲ ହୋଇସାରିଥିବ। କିନ୍ତୁ କେବେ ଆପଣ ସିଂହ ଛୁଆକୁ ଗର୍ଜନ କରୁଥିବାର ଶୁଣିଛନ୍ତି କି? ଯଦି ଶୁଣିଥିବେ, ତା'ହେଲେ 'ଲାଇଓନ କିଙ୍ଗ' ଫିଲ୍ମରେ। ହେଲେ ଏଠି ସେରେଙ୍ଗେତି ଜାତୀୟ…