Browsing Tag

lionesses viral video

ସିଂହଙ୍କ ଗହଣରେ ଆରାମରେ ଚାଲୁଛନ୍ତି ଯୁବତୀ, ଦେଖିଲେ ବୁଡ଼ିଯିବ ହୋସ, ଦେଖନ୍ତୁ ଏହି ଭାଇରାଲ ଭିଡିଓ

ସୋସିଆଲ ମିଡିଆରେ ବେଳେ ବେଳେ ଏପରି ଖବରମାନ ଆସେ ଯାହାକୁ ଦେଖିଲେ ଆପଣ ସହଜରେ ବିଶ୍ୱାସ କରିପାରିବେ ନାହିଁ । ଏପରି ଦୁଃସାହସୀକ ଭିଡ଼ିଓ ଦେଖିଲେ ଆପଣଙ୍କ ହୋସ ଉଡିଯିବ । ଏହି ଭିଡିଓ ଖୁବ୍‌ ଭାଇରାଲ ହେବାରେ ଲାଗିଛି । ଭିଡ଼ିଓରେ ଦେଖାଯାଇଛି ଯେ ଜଣେ ଯୁବତୀ ଦଳେ ସିଂହଙ୍କ ସହ ସହଜରେ ଚାଲି ଚାଲି…