ଫେସବୁକ ଭଳି ହ୍ବାଟସଆପ୍ ମଧ୍ୟ କରିପାରିବେ ଲଗ୍ଆଉଟ, ଜଲଦି ଆସିବ ନୂଆ ଫିଚର
ଇନଷ୍ଟାଣ୍ଟ ମେସେଜିଂ ଆପ ହ୍ବାଟସଆପର ନୂଆ ପ୍ରାଇଭେସୀ ପଲିସିକୁ ନେଇ ବିରୋଧ ଚାଲିଛି ସତ କିନ୍ତୁ ଏହି ଆପ୍ ଲୋକଙ୍କର ଏକ ଅଭ୍ଯାସରେ ପରିଣତ ହୋଇଛି। ଆପରେ ୟୁଜର୍ସଙ୍କ ସୁବିଧା ପାଇଁ ନୂଆ ନୂଆ ଫିଚର୍ସ ଦିଆଯାଉଛି। ଖୁବଶୀଘ୍ର ହ୍ବାଟସଆପରେ ପୁଣି ଏକ ନୂଆ ଫିଚର ଆସିବାକୁ ଯାଉଛି। ଯାହା ଫଳରେ…