ଝାରସୁଗୁଡ଼ା : ମାତିଲେ ଲୁଟେରା, ବନ୍ଧୁକ ଦେଖାଇ ୧୦ ଲକ୍ଷ ଲୁଟ୍
ଝାରସୁଗୁଡ଼ା (କେନ୍ୟୁଜ୍) : ମାତିଲେ ଲୁଟେରା । ବନ୍ଧୁକ ଦେଖାଇ ୧୦ ଲକ୍ଷ ଲୁଟ୍ । ଝାରସୁଗୁଡ଼ା ବାଇପାସ ନିଟକ ସ୍ରେୟା ଟ୍ରେଡର୍ସ ଚାଉଳ ଗୋଦାମରୁ ବନ୍ଧୁକ ଦେଖାଇ ୧୦ ଲକ୍ଷ ଟଙ୍କା ଲୁଟିଛନ୍ତି ୩ ଦୁର୍ବୃତ୍ତ । ସୂଚନା ମୁତାବକ ବାଇକରେ ୩ ଜଣ ଯୁବକ ଆସି କାଉଁଟରରେ ବସିଥିବା ମାଲିକ ଶଙ୍କର…