Below header
Browsing Tag

lord shiva puja

ଓଡ଼ିଶାରେ ପ୍ରଥମ ଥର ପାଇଁ ୩୫ ଫୁଟ୍ ଫାଇବରରେ ନିର୍ମିତ ଶିବଙ୍କ ଧ୍ୟାନମଗ୍ନ ମୂର୍ତ୍ତି, ଆରଡିରେ ଚାଲିଛି ନିର୍ମାଣ

କଟକ(କେନ୍ୟୁଜ): ପବିତ୍ର ଜାଗର ଯାତ୍ରା ଅବସରରେ ଦେବ ଦେବ ମହାଦେବଙ୍କ ପାଇଁ ନିର୍ମାଣ ଚାଲିଛି ୩୫ ଫୁଟର ବିଶାଳ ଫାଇବର ମୂର୍ତ୍ତି । ଓଡ଼ିଶାରେ ପ୍ରଥମ ଥର ପାଇଁ ଏତେ ବଡ଼ ବିଶାଳ ମୂର୍ତ୍ତି ନିର୍ମାଣ କରୁଛନ୍ତି କଟକ କାଠଗଡା ସାହି ଅଞ୍ଚଳର ବିଶିଷ୍ଟ ଭାସ୍କର୍ଯ୍ୟଶିଳ୍ପୀ ଲଷ୍ମୀଧର ମହାରଣା ।…

କାଲି ଶ୍ରାବଣ ଶେଷ ସୋମବାର ରହିଛି ଖାସ୍‌, ଏହି ଉପାୟରେ ବ୍ରତ ଓ ଅଭିଷେକ କରି ପୂରା କରନ୍ତୁ ନିଜ ଇଚ୍ଛା

ହିନ୍ଦୁ ଧର୍ମରେ ଶ୍ରାବଣ ମାସ ବହୁତ ଖାସ ହୋଇଥାଏ। ଏହି ପୁରା ମାସ ଭଗବାନ ଶିବଙ୍କୁ ସମର୍ପିତ ହୋଇଥାଏ। ଏହି କାରଣ ରୁ ଏହି ମାସକୁ ବହୁତ ପବିତ୍ର ମନାଯାଏ। କୁହାଯାଏ ଏହା ଭଗବାନ ଶିବଙ୍କର ଅତ୍ୟନ୍ତ ପ୍ରିୟ ମାସ। ଆଉ ଏହି ମାସରେ ଆପଣ କିଛି ଆଶା ରଖି ଯଦି ଶିବଙ୍କ ପାଇଁ ଉପବାସ ରଖିବେ ତେବେ…

ମହାଦେବଙ୍କ ପରିବାରରେ ରହିଛି ନଅଟି ଗ୍ରହର ଉପସ୍ଥିତି, ଆପଣ ରୁଦ୍ରାଭିଷେକ କଲେ ହେବ ଗ୍ରହ ଶାନ୍ତି

ଆରମ୍ଭ ହେବ ଯୋଡ଼ା ଶ୍ରାବଣର ଶେଷ ପନ୍ଦର ଦିନ । ସମସ୍ତେ ଜାଣନ୍ତି ଯେ ବାର ମାସ ମଧ୍ୟରୁ ଶ୍ରାବଣ ମାସ ଭଗବାନ ଶଙ୍କରଙ୍କ ପାଇଁ ବିଶେଷ ଭାବେ ଉତ୍ସର୍ଗୀକୃତ । ଏହା ଶ୍ରାବଣ ନକ୍ଷତ୍ରରୁ ଆରମ୍ଭ ହୁଏ ଏବଂ ସୂର୍ଯ୍ୟ ଦକ୍ଷିଣାୟନ ହେବା ମାତ୍ରେ ଭଗବାନ ଶିବଙ୍କ ଉପାସନା ଆରମ୍ଭ ହୁଏ । ଏହି ସମୟରେ କିଛି…

ଶିବଙ୍କ ଏହି ସ୍ୱରୂପକୁ ପୂଜା କରନ୍ତୁ, ପୂର୍ଣ୍ଣ ହେବ ଆପଣଙ୍କ ସବୁ ମନୋକାମନା

ନିଜର ମନ ବାଞ୍ଛା ପୂର୍ଣ୍ଣ କରିବା ପାଇଁ ଅନେକ ଲୋକ ବିଭିନ୍ନ ପ୍ରକାର ପୂଜା କରିଥାନ୍ତି। ଏମିତିକି ଈଶ୍ବରଙ୍କ ପାଖରେ ମାନସିକ ରଖି ପୂଜା କରନ୍ତି। କିନ୍ତୁ ଆଜି ଆମେ ଆପଣଙ୍କୁ ପ୍ରଭୁ ଶିବଙ୍କ ଏପରି ସ୍ୱରୂପ ବିଷୟରେ କହିବାକୁ ଯାଉଛୁ ଯାହାକୁ ପୂଜା କଲେ ମନସ୍କାମନା ପୂର୍ଣ୍ଣ ହୁଏ ବୋଲି ବିଶ୍ବାସ…