Browsing Tag

lost hand

ସୋର : ତେଲ ପେଶୁଥିବା ବେଳେ ହଲରରେ କଟିଗଲା ହାତ

ସୋର (କେନ୍ୟୁଜ୍) : ତେଲ ପେଶୁଥିବା ବେଳେ କଟିଗଲା ହାତ । ଖଇରା ଥାନା ବଣପାରିଆ ଗ୍ରାମର ତାପସ ଜେନା । ସୂଚନାଯାୟୀ ହଲରରେ କରଞ୍ଜ ତେଲ ପେଶୁଥିବା ବେଳେ ଯୁବକର ଡାହାଣ ହାତ କଟି ଛିଡି ପଡିଲା । ଗୁରୁତର ଅବସ୍ଥାରେ ଯୁବକଙ୍କୁ କଟା ହାତ ସହିତ କଟକକୁ ସ୍ଥାନାନ୍ତରିତ କରାଯାଇଛି ।