Browsing Tag

LOVE COUPLE MURDER

ପ୍ରେମୀ ଯୁଗଳଙ୍କ ରକ୍ତରେ ଲାଲ ହେଲା ମନ୍ଦିର ପରିସର

ଗାଜିଆବାଦ (ଉତ୍ତର ପ୍ରଦେଶ) : ରକ୍ତ ରଞ୍ଜିତ ହେଲା ମନ୍ଦିର ପରିସର । ଦୁର୍ବୃତ୍ତମାନେ ଗୁଳି କରି ହତ୍ୟା କଲେ ପ୍ରେମୀ ଯୁଗଳଙ୍କୁ । ଉତ୍ତର ପ୍ରଦେଶ ଗାଜିଆବାଦ ଜିଲ୍ଲା ସାଇ ଉପବନ ନିକଟରେ ଥିବା ଏକ ମନ୍ଦିରରେ ଗତକାଲି ଏହି ଘଟଣା ଘଟିଛି । ସେହି ଯୁବକ ଯୁବତୀ ଦୁଇଜଣ ଗତକାଲି ସକାଳେ ସାଇ…