Browsing Tag

Lower Indra Irrigation

ନୂଆପଡ଼ାରେ ମୁଖ୍ୟମନ୍ତ୍ରୀ, ବହୁ ପ୍ରତୀକ୍ଷିତ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ କଲେ ଲୋକାର୍ପଣ

ନୂଆପଡ଼ା: ନୂଆପଡ଼ା ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବହୁ ପ୍ରତୀକ୍ଷିତ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ୨୩ ଶହ ୩୭ କୋଟିର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ କରିବେ । ପ୍ରାୟ ୪ ହଜାର କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେବା କାର୍ଯ୍ୟକ୍ରମ ରହିଛି ।…

ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ବିସ୍ଥାପିତ ଅସନ୍ତୁଷ୍ଟ , ଡ୍ୟାମ ଉଦଘାଟନ କରାଇ ନଦେବାକୁ ଧମକ

ନୂଆପଡ଼ା(କେନ୍ୟୁଜ୍) : ନୂଆପଡ଼ା ଜିଲ୍ଲା ଖଡିଆଳର ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ । ପ୍ରକଳ୍ପ ଦ୍ୱାରା ୧୦ଟି ଗାଁକୁ ସମ୍ପୁର୍ଣ୍ଣ ଓ ୨୦ଟି ଗାଁକୁ ଆଶିଂକ ବୁଡ଼ି ଅଞ୍ଚଳ ଭାବେ ଘୋଷଣା ମଧ୍ୟ କରାଯାଇଛି । ଏହି ୧୦ଟି ଗାଁକୁ ପ୍ରଥମ ପର୍ଯ୍ୟାୟରେ ପ୍ରଶାସନ ତରଫରୁ ସମ୍ପୂର୍ଣ୍ଣ ଥଇଥାନ ଟଙ୍କା ଯୋଗାଇ…