Browsing Tag

lucky girls

ଝିଅମାନଙ୍କ ଶରୀରରେ ଏଭଳି ଚିହ୍ନ ଥିଲେ ହୋଇଥାନ୍ତି ସେମାନେ ଖୁବ ଭାଗ୍ୟବାନ, ଜାଣନ୍ତୁ ସେହି ଚିହ୍ନ

ମନୁଷ୍ୟ ଶରୀରରେ କିଛି ଏଭଳି ଚିହ୍ନ ରହିଥାଏ ଯାହା ତାକୁ ଭାଗ୍ୟଶାଳୀ ବନାଇଥାଏ। ସାମୁଦ୍ରିକ ଶାସ୍ତ୍ର ଅନୁଯାୟୀ, ଶରୀରରେ ଥିବା ଚିହ୍ନ, କଳାଜାଇ ଏବଂ ଅଙ୍ଗର ଗଠନଶୈଳୀରୁ ବ୍ୟକ୍ତିର ଜୀବନ ସମ୍ପର୍କରେ ଜଣାପଡେ। ଏଥିରୁ ବ୍ୟକ୍ତି ଭାଗ୍ୟଶାଳୀ କି ନୁହେଁ ତାହା ସମ୍ପର୍କରେ ମଧ୍ୟ ଜଣାପଡେ। ଆଜି ଆମେ…