Browsing Tag

lunches in april

Oneplus 8 ରୁ ଆରମ୍ଭ କରି iPhoneSE2 ପର୍ଯ୍ୟନ୍ତ, ଏପ୍ରିଲରେ ଲଞ୍ଚହେବାକୁ ଯାଉଛି ଏହିସବୁ ଧମାକେଦାର ଫୋନ୍‍

ଆପଣ ନୂଆ ସ୍ମାର୍ଟଫୋନ କିଣିବାକୁ ଚାହୁଛନ୍ତି କି ? ତେବେ ଏପ୍ରିଲରେ ଏମିତି କିଛି ନୂଆ ଫୋନ ଲଞ୍ଚ ହେବାକୁ ଯାଉଛି, ଯାହା ଆପଣଙ୍କ ମନକୁ ଖୁସି କରିଦେବ । ୨୦୨୦ ବର୍ଷ ଆରମ୍ଭ ହିଁ ସ୍ମାର୍ଟଫୋନ କମ୍ପାନୀ ବିଭିନ୍ନ ପ୍ରକାର ଫୋନ ଲଞ୍ଚ କରୁଛନ୍ତି । କିନ୍ତୁ ନିକଟରେ କରୋନା ଭାଇରସ ଯୋଗୁଁ ବଡବଡ…