Browsing Tag

M Nageswar Rao Appointed CBI Joint Director

ଏମ୍‌. ନାଗେଶ୍ୱର ରାଓ ହେଲେ ସିବିଆଇର ଅନ୍ତରୀଣ ନିର୍ଦ୍ଦେଶକ

ଦିଲ୍ଲୀ(କେନ୍ଯୁଜ୍) : ଓଡ଼ିଶା କ୍ୟାଡର ବରିଷ୍ଠ ଆଇପିଏସ୍‌ ଅଫିସର ଏମ୍‌. ନାଗେଶ୍ୱର ରାଓ ହେଲେ ସିବିଆଇର ଅନ୍ତରୀଣ ନିର୍ଦ୍ଦେଶକ । ଗତକାଲି କେନ୍ଦ୍ର କ୍ୟାବିନେଟ୍‌ର ଆପୋଏଣ୍ଟମେଣ୍ଟ କମିଟି ତାଙ୍କୁ ନିଯୁକ୍ତି ଦେଇଛି । ଆଜି ସକାଳଠାରୁ ସେ କାର୍ଯ୍ଯଭାର ସମ୍ଭାଳିଛନ୍ତି । ଏମ୍‌. ନାଗେଶ୍ୱର ରାଓ…