ମା’ କନକଦୁର୍ଗାଙ୍କ ପୀଠରେ ପାଳିତ ହୋଇଛି ପ୍ରସିଦ୍ଧ ବାରୁଣୀ ଯାତ୍ରା, ମାନସିକ ପୂର୍ଣ୍ଣ ପାଇଁ ଯୋଗ ଦେଇଛନ୍ତି…
ଜଗତସିଂହପୁର ଜ଼ିଲ୍ଲା ସଦର ବ୍ଲକ ପିତେଇପୁର ଠାରେ ଅବସ୍ଥିତ ମା' କନକଦୁର୍ଗାଙ୍କ ପୀଠ। ଏଠାରେ ପ୍ରସିଦ୍ଧ ବାରୁଣୀ ଯାତ୍ରା ମହାସମାରୋହରେ ପାଳିତ ହୋଇଛି। ଏହି ଉତ୍ସବରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ହଜାର ହଜାର ଶ୍ରଦ୍ଧାଳୁ ଯୋଗ ଦେଇଥିଲେ । ଦୀର୍ଘ ୭ ଦିନ ଧରି ମାଆଙ୍କର ଏହି ପ୍ରସିଦ୍ଧ ଯାତ୍ରା…