Below header
Browsing Tag

Maa Malaghariani temple

ମା ମଝିଘରିଆଣୀ ମନ୍ଦିର ଦାନହୁଣ୍ଡିରୁ ବାହାରିଲା ୬୨ଲକ୍ଷ ୨୨ହଜାର ଟଙ୍କା ସହ ସୁନାରୂପା ଅଳଙ୍କାର

ରାୟଗଡା (କେନ୍ୟୁଜ): ଆଜି ରାୟଗଡା ସହରର ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣୀ ମନ୍ଦିରର ୮ଗୋଟି ଦାନହୁଣ୍ଡି ପୋଲିସର କଡା ସୁରକ୍ଷା ବଳୟ ମଧ୍ୟରେ ଖୋଲାଯାଇଥିଲା । ଦାନହୁଣ୍ଡିରୁ ନଗଦ ୬୨ ଲକ୍ଷ ୨୨ହଜାର ଟଙ୍କା, ୪୬ ଗ୍ରାମ ସୁନା ଓ ୧କେଜି ୭୭୫ଗ୍ରାମ ରୁପା ଅଳଙ୍କାର ସହ କିଛି ପୁରୁଣା ୧ହଜାର ଓ ୫ଶହ…