Browsing Tag

maa metakani

ସୁବର୍ଣ୍ଣପୁର: ପ୍ରାଚୀନ ଶକ୍ତିପୀଠ, ମା ମେଟାକାନୀଙ୍କ ଲୀଳା କ୍ଷେତ୍ର, ବର୍ଷର ସବୁ ସମୟରେ ଏଠାକୁ ଛୁଟିଥାଏ…

ସୁବର୍ଣ୍ଣପୁର ଜିଲ୍ଲା ସୋନପୁର-ସମ୍ବଲପୁର ରାଜ୍ୟ ରାଜପଥରେ ଗଲେ ଉଲୁଣ୍ଡା ସହରର ଅନତି ଦୂରରେ ରହିଛି ମା ମେଟାକାନୀଙ୍କ ଶକ୍ତି ପୀଠ। ରାସ୍ତା କଡ଼ରେ ମାଙ୍କ ବିଜୟ ପ୍ରତିମା ଏକ ଛୋଟ ମନ୍ଦିରରେ କାହିଁ କେତେ ଦିନରୁ ପୂଜା ପାଉଛନ୍ତି । ହେଲେ ଏଠାରୁ ପ୍ରାୟ ଏକ କିଲୋମିଟର ଦୂରରେ ମାଆଙ୍କ ମୁଖ୍ୟ…