Browsing Tag

madhu sudan das

ଆଜିବି ମଧୁବାବୁଙ୍କୁ ଝୁରୁଛି ଏମାଟି, ଶ୍ରାଦ୍ଧ ଦିବସରେ ଶ୍ରଦ୍ଧାଞ୍ଜଳି

ଆଜି ହେଉଛି ଉତ୍କଳର ସେହି ମହାନ ବରପୁତ୍ର ଉତ୍କଳ ଗୌରବ ମଧୁସୁଦନ ଦାସଙ୍କ ପବିତ୍ର ୮୭ ତମ ଶ୍ରାଦ୍ଧ ବାର୍ଷିକ। ସେହି ପଗଡି ପୁରୁଷଙ୍କ ଏନ୍ତୁଡି ନିଆଁ ଦିନେ ଜଳି ଉଠିଥିଲା କଟକ ଜିଲ୍ଲା ସାଲେପୁରର ସତ୍ୟଭାମାପୁର ଗାଁରେ। ପରବର୍ତ୍ତୀ ସମୟରେ ସେହି ଶିଶୁ ପାଲଟିଯ଼ାଇଥିଲା ଏଜାତୀର ପ୍ରାଣ…