Browsing Tag

mahabir tiger death report

ମହାବୀର ମୃତ୍ୟୁକୁ ନେଇ ନୂଆମୋଡ଼: ଫାସରେ ମରିଛି ବାଘ, ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ ଦେଲା ରିପୋର୍ଟ

ଅନୁଗୁଳ(କେନ୍ୟୁଜ୍) : ସାତକୋଶିଆରେ କେମିତି ମଲା ମହାବଳ ? ମହାବୀର ମୃତ୍ୟୁକୁ ନେଇ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ ବା ଏନ୍‌ଟିସିଏ ଓ ଓ୍ଵାଇଲ୍ଡ ଲାଇଫ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ ବା ଡବଳୁଆଇଆଇ ର ରିପୋର୍ଟରୁ କିଛି ସୂଚନା ମିଳିଛି । ଅନ୍ୟ କୌଣସି ପଶୁ ଶିକାର ବେଳେ ଟାର୍ଗେଟ ଭିତରକୁ…