Browsing Tag

maharashtra assembly election

ମହାରାଷ୍ଟ୍ରରେ ସୁପରଷ୍ଟାର ଅମୀର ଖାନ ଓ ମାଧୁରୀ ଦୀକ୍ଷିତଙ୍କ ସହ ମତଦାନ କରିଛନ୍ତି ଅନେକ ସେଲିବ୍ରିଟି

ମହାରାଷ୍ଟ୍ର: ମହାରାଷ୍ଟ୍ରରେ ଅନେକ ସେଲିବ୍ରିଟି ଆସି ଭୋଟ୍ ଦେଇଛନ୍ତି । ସୁପରଷ୍ଟାର ଅମୀର ଖାନ୍ ବାନ୍ଦ୍ରା ୱେଷ୍ଟରେ ମତଦାନ କରିଛନ୍ତି । ସମସ୍ତେ ଆସି ନିଜର ମତଦାନ ସାବ୍ୟସ୍ତ କରିବାକୁ ଅପିଲ କରିଛନ୍ତି ଅମୀର ଖାନ୍ । ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ମଧ୍ୟ ବାନ୍ଦ୍ରା ୱେଷ୍ଟରେ ଭୋଟ୍ ଦେଇଛନ୍ତି…