Browsing Tag

mahasaptami puja

ଆଜି ପୂଜା ମଣ୍ଡପରେ ମାଆଙ୍କ ମହାସପ୍ତମୀ, ଶକ୍ତିପୀଠରେ ଚାଲିଛି ମହାଷ୍ଟମୀ ପୂଜା

ଭୁବନେଶ୍ବର(କେନ୍ଯୁଜ୍) : ମାଆ ଜଗଜ୍ଜନନୀଙ୍କ ଆବାହନ ପାଇଁ ଉତ୍ସବମୁଖର ପରିବେଶ । ଚାରିଆଡ଼େ ଆଧ୍ୟାତ୍ମିକତାର ମହକ । ପୂଜା ମଣ୍ଡପରେ ଆଜି ମାଆଙ୍କ ମହାସପ୍ତମୀ । ଦେବୀଙ୍କ ଚକ୍ଷୁଦାନ କରାଯିବ । ରୀତିନୀତିରେ ମହିଷାମର୍ଦ୍ଦିନଙ୍କର ପୂଜାର୍ଚ୍ଚନା କରାଯାଉଛି । ଘଣ୍ଟଘଣ୍ଟା, ମୃତଙ୍ଗରେ କମ୍ପୁଛି…