ମା’ ବିରଜାଙ୍କ ପୀଠରେ ଚାଲିଛି ମହାସପ୍ତମୀ ପୂଜା: ମା’ବିରଜାଙ୍କ ପୀଠରେ ଚାଲିଛି ମହାସପ୍ତମୀ ପୂଜା
ଯାଜପୁର ଟାଉନ(କେନ୍ୟୁଜ୍): ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପୀଠରେ ଚାଲିଛି ମହାସପ୍ତମୀ ପୂଜା । ଭୋରୁ ମାଆଙ୍କୁ ପବିତ୍ର ବୈତରଣୀ ନଦୀ ଜଳରେ ସ୍ନାନ କରିବା ପରେ ଷୋଡଶ ଉପଚାର କରାଯାଉଛି । ମହାସପ୍ତମୀରେ ମାଆଙ୍କ ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି । ଶୃଙ୍ଖଳିତ ଦର୍ଶନ…