ଶ୍ରୀମନ୍ଦିରରେ ପଡ଼ିଲା ରକ୍ତ ଛିଟା: ମହାପ୍ରଭୁଙ୍କର ହେଲା ବଡ଼ ମହାସ୍ନାନ, ଦର୍ଶନ ବନ୍ଦ
ପୁରୀ : ଶ୍ରୀ ମନ୍ଦିରରେ ପୁଣି ରକ୍ତ ଛିଟା । ଶ୍ରୀ ମନ୍ଦିର ଭିତର କାଠ ନିକଟରେ ରକ୍ତଛିଟା ଦେଖିବାକୁ ମିଳିଛି । ଏଥିପାଇଁ ପାଇଁ ଶ୍ରୀଜିଉଙ୍କର ବଡ଼ ମହାସ୍ନାନ ହୋଇଛି । ଅବକାଶ ନୀତି ପରେ ବଡ଼ ମହାସ୍ନାନ କରାଯାଇଛି । ତେବେ ଠାକୁରଙ୍କର ଏହି ବଡ଼ ମହାସ୍ନାନ ନୀତି ପାଇଁ କାଳିଆଙ୍କର ଦର୍ଶନ ବନ୍ଦ…