ପଲସାଗୋରା ମକର ମେଳାର ବାହାଘର ହାଟରେ ଜମୁଛି ଲୋକଙ୍କ ଗହଳି, ଆଲମିରା ଠାରୁ ପଲଙ୍କ ସବୁ ମିଳୁଛି
କଣ୍ଟାମାଳ: ଜମିଛି ଲୋକଙ୍କ ଗହଳି । କିଏ ପଲଙ୍କ କିଣୁଛି ତ ଆଉ କିଏ କିଣୁଛି ଅନ୍ୟ ଘରକରଣା ସାମଗ୍ରୀ । ପୁରା ବଜାରରେ ଲାଗିଛି ଲୋକଙ୍କ ଗହଳି । ଆଲମିରା, ପଲଙ୍କ, ସୋଫାସେଟ, ଶୀଳ, ଶୀଳପୁଆଠୁ ଆରମ୍ଭ କରି ସବୁ ଘରକରଣା ସାମଗ୍ରୀର ପସରା ମେଲାଇ ଦେଇଛନ୍ତି ବ୍ୟବସାୟୀ । ଆଉ ଗ୍ରାହକମାନେ ମଧ୍ୟ ନିଜ…