Browsing Tag

malgodown market

କଟକ ମାଲଗୋଦାମ ବଣିକ ସଂଘର ନିଷ୍ପତ୍ତି, ଏଣିକି ଦୁଇ ଭାଗରେ ବିଭକ୍ତ ହେବ ରିଟେଲ୍‌ ଓ ହୋଲ୍‌ସେଲିଂ  ସମୟ

କଟକ: କରୋନା ମୁକାବିଲା ପାଇଁ କଟକ ମାଲଗୋଦାମ ବଣିକ ସଂଘ ପକ୍ଷରୁ ବୈଠକ ଡକାଇ ବଡ ନିଷ୍ପତି ନେଇଛନ୍ତି । ବୈଠକରେ ବିଶେଷ ଭାବେ ଭିଡ଼ କମ୍‌ କରିବା ଉପରେ ଆଲୋଚନା ହୋଇଛି । ଆଲୋଚନାରେ ନିଷ୍ପତି ହୋଇଛିକି ଏଣିକି ରିଟେଲ୍‌ ଓ ହୋଲ୍‌ସେଲିଂ  ସମୟକୁ ଦୁଇ ଭାଗରେ ଭାଗ କରାଯିବ । ରିଟେଲ୍‌…