ମୋବାଇଲ୍ରୁ ବ୍ୟାଙ୍କ ପାସ୍ଓ୍ଵାର୍ଡ ଚୋରାଉଛି ଏସବୁ ଆପ୍, ଆପଣଙ୍କ ମୋବାଇଲରେ ନାହିଁ ତ ଏହି ଭାଇରସ୍ !
ମୋବାଇଲ୍ରୁ ବ୍ୟାଙ୍କ ପାସ୍ ଓ୍ଵାର୍ଡ ଚୋରାଉଛି ଆପ୍। ଗୁଗଲ ପ୍ଲେ ଷ୍ଟୋର (Google Play Store) କେତେକ ଏଭଳି ବ୍ୟାଙ୍କିଂ ଟ୍ରୋଜନ୍ ଆପ୍ (Banking Trojan Apps) ଖୋଜି ବାହାର କରିଛି, ଯାହା ୟୁଜର୍ସଙ୍କ ବ୍ୟାଙ୍କିଂ ସମ୍ବନ୍ଧୀୟ ତଥ୍ୟକୁ ଚୋରି କରୁଛନ୍ତି। ରିପୋର୍ଟ ମୁତାବକ, ପାଖାପାଖି…