Below header
Browsing Tag

man bitten by snake

କାମୁଡ଼ିଲା ପରେ ସାପକୁ ଧରି ପହଞ୍ଚିଗଲେ କ୍ୟାପିଟାଲ ହସପିଟାଲରେ, ତାକୁ ଦେଖି ସମସ୍ତେ ଛାନିଆ

ଭୁବନେଶ୍ୱର (କେନ୍ୟୁଜ୍‌) : ବ୍ୟକ୍ତି ଜଣକ ସାହସକୁ ମାନିବାକୁ ପଡ଼ିବ । ସାପ କାମୁଡ଼ିଲା ଆଉ ସେ ସାପକୁ ଧରି ସିଧା ପହଞ୍ଚିଗଲେ ଭୁବନେଶ୍ୱର କ୍ୟାପିଟାଲ ହସପିଟାଲରେ । ଭୁବନେଶ୍ୱର ଉପକଣ୍ଠ ତମାଣ୍ଡୋ ଗାଁର ଜଣେ ରାଜମିସ୍ତ୍ରୀ ପାଖ ଅଂଚଳରେ ବାଲି ସିମେଣ୍ଟ କାମ କରିବାକୁ ଯାଇଥିଲେ । ଏକ ଅର୍ଦ୍ଧ…