Browsing Tag

man eating snake

କରୋନାରୁ ବଞ୍ଚିବା ପାଇଁ ବିଷାକ୍ତ ସାପକୁ ମାରି ଖାଇଲେ ବ୍ଯକ୍ତି, ଆଉ ତା’ ପରେ ଯାହା ହେଲା

କରୋନା ମହାମାରୀ ସହିତ ଲଢେଇ କରିବା ପାଇଁ ଦୁନିଆରେ ଅନେକ ଲୋକ ଅନେକ ପ୍ରକାରର ଉପାୟ ଆପଣାଉଛନ୍ତି। ଏମିତି କିଛି ଘଟଣା ଭାରତର ତାମିଲନାଡୁରେ ରହୁଥିବା ଜଣେ ବ୍ଯକ୍ତି ଆପଣାଇଛନ୍ତି। କରୋନାରୁ ବଞ୍ଚିବା ପାଇଁ ଏମିତି କିଛି କାର୍ଯ୍ଯ କରିଛନ୍ତି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ଯ କରିଦେଇଛି।…