Below header
Browsing Tag

man kills mother

ବୋହୂ ଖୋଜିପାରିଲାନି ବୋଲି ମା’ର ବେକ ଓ ଗୋଡ କାଟି ହତ୍ୟା କଲା ଦିବ୍ୟାଙ୍ଗ ପୁଅ, ଏବେ ଗିରଫ

ପୁଅ ପାଇଁ ବୋହୂ ଖୋଜିପାରିଲାନି ବୋଲି ମା’କୁ ମାରିଦେଲା କୁଳାଙ୍ଗାର ପୁଅ । ତେଲେଙ୍ଗାନାର ସିଦ୍ଧିପେଟ ଜିଲ୍ଲାରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଏଠାରେ ଜଣେ ୪୫ ବର୍ଷୀୟ ମହିଳାଙ୍କୁ ତାଙ୍କ ପୁଅ ହତ୍ୟା କରିଛି । ବିବାହ ପାଇଁ ଉପଯୁକ୍ତ ଝିଅ ଖୋଜିପାରିଲାନି ବୋଲି ମା’କୁ ମାରିଦେଲା ପୁଅ । ମା’ର…

ପୁଅ ସାଜିଲା ରାକ୍ଷସ, ଜନ୍ମକଲା ମା’କୁ ଭୁଲି ଟାଙ୍ଗିଆରେ ହାଣି ହତ୍ୟା କଲା ନୃଶଂସ ପୁଅ

ବାଲିଗୁଡା (କେନ୍ୟୁଜ୍‌) : ସବୁ ମା’ ବାପା ମାନେ ଚାହାନ୍ତି ପୁଅଟେ ହେଉ, ଆଉ ମଲାବେଳେ କାନ୍ଧରେ ମଶାଣୀକୁ ନେଉ। କିନ୍ତୁ ଦୁନିଆରେ ଆଉ ନାହିଁ ମାନବିକତା। ପୁଅ ଭୁଲିଗଲା ସମ୍ପର୍କର ଡୋରି। ଯେଉଁ ମା ଜନ୍ମ ଦେଇଛି ଭୁଲିଗଲା ତାର ସ୍ନେହ ପ୍ରେମକୁ ଆଉ ନିଜ କ୍ରୋଧ ଆଗରେ ହାର ମାନି ମାରିଦେଲା…