Browsing Tag

man married

ମାସେ ଭିତରେ ଗୋଟିଏ ଝିଅକୁ ହିଁ ୪ ଥର ବିବାହ କରିଛନ୍ତି ଏହି ବ୍ୟକ୍ତି, କାରଣ ଜାଣିଲେ ହୋଇଯିବେ ହତବାକ୍‌

ବିବାହକୁ ସାତ ଜନ୍ମର ବନ୍ଧନ ବୋଲି କୁହାଯାଏ। କେତେକ ଲୋକ ଗୋଟିଏ ବିବାହରେ ବିଫଳ ହେଲେ ଅନ୍ୟ ବିବାହ କରିଥାନ୍ତି। କିନ୍ତୁ ଏମିତି ବି ଜଣେ ବ୍ୟକ୍ତି ଅଛନ୍ତି, ଯିଏ ଗୋଟିଏ ମାସ ଭିତରେ ଚାରି ଚାରି ଥର ବିବାହ କରିଛନ୍ତି। କେବଳ ଏତିକି ନୁହେଁ, ଏହି ବ୍ୟକ୍ତି ତିନି ତିନି ଥର ଛାଡ଼ପତ୍ର ବି…