Browsing Tag

man married two girls

ଗୋଟିଏ ମଣ୍ଡପ: ବର ଏକ କିନ୍ତୁ ଦୁଇ କନିଆ, ଗୋଟେ ନିଜ ପସନ୍ଦ ଆଉ ଗୋଟେ ପରିବାର ଲୋକଙ୍କର

ସାଜିଥିଲା ମଣ୍ଡପ, ବର ମଧ୍ୟ ରେଡି। କିନ୍ତୁ ମଣ୍ଡପରେ କନିଆ ଦୁଇ । କଥାଟି ପଢିବା ପରେ ଆଶ୍ଚର୍ଯ୍ୟ ହେଉଥିବେ ନିଶ୍ଚିତ। କିନ୍ତୁ ଏମିତି ଏକ ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶରେ। ମଧ୍ୟପ୍ରଦେଶର କୋରିୟା ଗାଁରୁ ଆସିଲା ଅଜବ ବାହାଘରର ଖବର । ଯାହାର ଭିଡ଼ିଓ ଏବେ ସୋସିଆଲ୍ ମିଡ଼ିଆରେ ଖୁବ୍…