Browsing Tag

man rescued from river

ମୃତ୍ୟୁ ମୁହଁରୁ ଅଳ୍ପକେ ବର୍ତ୍ତିଗଲେ ବ୍ରାହ୍ମଣୀ ନଦୀରେ ଭାସି ଯାଉଥିବା ବ୍ୟକ୍ତି, ରକ୍ଷା କଲେ ଅଗ୍ନିଶମ କର୍ମଚାରୀ

ବଣାଇ (କେନ୍ୟୁଜ୍‌) : ଫଟୋରେ ହସୁଥିବା ଏ ବ୍ୟକ୍ତି ଜଣକ କିଛି ସମୟ ପୂର୍ବରୁ ଜୀବନ ମରଣ ସମସ୍ୟା ଭିତରେ ଥିଲେ । ହେଲେ ମୃତ୍ୟୁକୁ ଜୟ କରିଥିବାରୁ ଏବେ ଭାରି ଖୁସି । କଥାରେ ଯେତେବେଳେ ଭଗବାନ ରଖିବେ ତାକୁ କେହି ବି ମାରି ପାରିବେ ନାହିଁ । ଏମିତି ଏକ ଘଟଣାରେ ବିପଦର ବନ୍ଧୁ ଭଳି ନଦୀରେ ବୁଡ଼ି…