Browsing Tag

man stabbed wife

କରଜ ଶୁଝି ପାରିଲେନି ଇଞ୍ଜିନିୟର, ଶେଷରେ କରି ବସିଲେ ଜଘନ୍ୟ କାଣ୍ଡ

ଦିଲ୍ଲୀ : ୧୩ ଲକ୍ଷ ଟଙ୍କାର କରଜ ଶୁଝି ପାରିଲେ ନାହିଁ । ଶେଷରେ ନିଜ ପତ୍ନୀକୁ ହତ୍ୟା କରି ନିଜେ ଆତ୍ମହତ୍ୟା କଲେ ଦିଲ୍ଲୀ ଦ୍ୱାରକା ଅଞ୍ଚଳର ଜଣେ ବ୍ୟକ୍ତି । ସୁଦେଶ ନାମକ ଏହି ବ୍ୟକ୍ତ ପେସାରେ ଜଣେ ଇଞ୍ଜିନିୟର । ତାଙ୍କ ଉପରେ ୧୩ ଲକ୍ଷ ଟଙ୍କାର ଋଣ ଥିଲା । ସେ ଡିପ୍ରେସନ୍‌ରେ ଥିଲେ ବୋଲି…