ଏବେ ପିଲାଙ୍କ ଇଛାକୁ କରନ୍ତୁ ପୁରା, ଘରେ ହିଁ ତିଆରି କରନ୍ତୁ ଟେଷ୍ଟି ବିସ୍କୁଟ୍ ମ୍ଯାଙ୍ଗୋ ଆଇସକ୍ରିମ୍
ଗରମ ଦିନେ ସମସ୍ତଙ୍କୁ ଥଣ୍ଡା ଆଇସକ୍ରିମ୍ ଖାଇବା ପାଇଁ ପସନ୍ଦ କରିଥାନ୍ତି। ଏଥିପାଇଁ ଆଜି ଆମେ ଆପଣଙ୍କୁ କହିବୁ ଘରେ କିପରି ତିଆରି କରିପାରିବେ ଟେଷ୍ଟି ମ୍ଯାଗୋ ଆଇସକ୍ରିମ୍। ସବୁଠାରୁ ଖାସ୍ କଥା ହେଉଛି ଏହାକୁ ତିଆରି କରିବାରେ ଆପଣଙ୍କୁ କ୍ରିମ ନୁହେଁ କେବଳ ବିସ୍କୁଟର ହିଁ ଆବଶ୍ଯକତା ରହିଛି।…