Browsing Tag

Mango

ଗରମ ଦିନେ ବିଭିନ୍ନ ସମସ୍ୟାରୁ ମୁକ୍ତି ଦେବ ଆମ୍ବ, ମିଳିବ ଜବରଦସ୍ତ ଫାଇଦା

ଗରମ ଦିନେ ଆମ୍ବର ଅନେକ ଚାହିଦା ରହିଥାଏ। ଆମ୍ବ ଯେତିକି ସ୍ବାଦିଷ୍ଟ ହୋଇଥାଏ ସ୍ବାସ୍ଥ୍ୟ ପାଇଁ ସେତିକି ଲାଭକାରୀ ହୋଇଥାଏ। ଏଥିରେ ପ୍ରଚୁର ମାତ୍ରାରେ ଫାଇବର, ପୋଟାସିୟମ, ମ୍ୟାଗ୍ନେସିୟମ ରହିଥାଏ, ଯାହା ଉଚ ରକ୍ତଚାପ ଠାରୁ ଆରମ୍ଭ କରି ପେଟ ସମସ୍ୟା ଭଳି ରୋଗ ଭଲ କରିବାରେ ସାହାଯ୍ୟ କରିଥାଏ।…

ଭୁବନେଶ୍ବର : ଆମ୍ବ ପାଇଁ ଚାଲିଗଲା ଜୀବନ

ଭୁବନେଶ୍ବର : ଆମ୍ବ ଖାଇବାକୁ ଯାଇ ପ୍ରାଣ ହରାଇଲେ ଯୁବକ । ଗଛରେ ଚଢିଥିବା ବେଳେ ବିଦ୍ୟୁତ୍ ଆଘାତରେ ଘଟଣାସ୍ଥଳରେ ଟଳି ପଡିଲେ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଜୟଦେବ ବିହାରରେ । ତେବେ ମୃତ ଯୁବକଙ୍କ ପରିଚୟ ମିଳିପାରିନାହିଁ । ଖବର ପାଇ ଘଟଣାସ୍ଥଳରେ ପହଂଚି ମୃତଦେହକୁ ଜବତ କରିଛି…

ଆମ୍ବର ଔଷଧୀୟ ଗୁଣ : ସୁନ୍ଦର ତ୍ବଚା ଏବଂ କେଶ ପାଇଁ କରନ୍ତୁ ବ୍ଯବହାର

ଆମ୍ବରେ ପ୍ରଚୁର ପରିମାଣରେ ଫାଇବର ଓ ଭିଟାମିନ ଥାଏ । ଗରମ ଆରମ୍ଭରୁ ହିଁ ବଜାରକୁ ବିଭିନ୍ନ ଭେରାଇଟର ଆମ୍ବ ପହଁଚିସାରିଲାଣି । କିଏ ଏହାକୁ ସେକ୍ କରୁଛନ୍ତି ତ ଆଉ କିଏ ସାଲାଡରେ ବ୍ଯବହାର କରୁଛନ୍ତି । ଏହାଛଡା ଆମ୍ବର ବ୍ଯବହାର କେଶ ଏବଂ ତ୍ବଚା ପାଇଁ ମଧ୍ୟ କରାଯାଇଥାଏ । କେଶର କଣ୍ଡିସନିଂ ହେଉ…