Below header
Browsing Tag

manipur violence

ହିଂସା ନିଆଁରେ ଜଳୁଛି ମଣିପୁର, ଇମ୍ଫାଲରେ ଦୁଇ ସମ୍ପ୍ରଦାୟ ମଧ୍ୟରେ ଘନ ଘନ ଗୁଳି ଓ ମୋର୍ଟାର ମାଡ଼

ମଣିପୁର ରାଜଧାନୀ ଇମ୍ଫାଲରେ ପୁଣି ହିଂସା । ଏଠାରେ ରବିବାର ସକାଳେ ଦୁଇ ସମ୍ପ୍ରଦାୟ ମଧ୍ୟରେ ପୁଣିଥରେ ସଂଘର୍ଷ ଆରମ୍ଭ ହୋଇଛି । ଜାତିଗତ ହିଂସାରେ ପ୍ରଭାବିତ ଇମ୍ଫାଲ ପଶ୍ଚିମରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଥିବା ସୂଚନା ରହିଛି । ଜଣେ ପୋଲିସ ଅଧିକାରୀ କହିଛନ୍ତି, ଯେତେବେଳେ ଅନେକ…

ମଣିପୁର: ଦୁଇ ସଶସ୍ତ୍ର ଗୋଷ୍ଠୀ ମଧ୍ୟରେ ଗୁଳି ବିନିମୟ; ଜଣେ ମୃତ, ୪ ଗୁରୁତର

ମଣିପୁରର କାଙ୍ଗପୋକପି ଜିଲ୍ଲାରେ ଶନିବାର ସକାଳେ ଦୁଇ ସଶସ୍ତ୍ର ଗୋଷ୍ଠୀ ମଧ୍ୟରେ ଗୁଳି ବିନିମୟ ହୋଇ ଜଣେ ଗ୍ରାମୀଣ ସ୍ୱେଚ୍ଛାସେବୀଙ୍କ ମୃତ୍ୟୁ ଘଟିଛି । ଏଥିରେ ଅନ୍ୟ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ଯେତେବେଳେ ଏକ ସଶସ୍ତ୍ର ଗୋଷ୍ଠୀ ସତାଙ୍ଗ କୁକିଙ୍କ ପାହାଡ଼ି ଗାଁରେ ପ୍ରବେଶ କରିଥିଲେ ଏବଂ…

ମଣିପୁର ସରକାର ଘୋଷଣା କଲେ ‘ସ୍ଥାୟୀ ଆବାସ ଯୋଜନା’, ହିଂସା ପ୍ରଭାବିତ ପରିବାରଙ୍କୁ ଦିଆଯିବ ୧୦ ଲକ୍ଷ…

ମଣିପୁର ସରକାର ମେ’ ୩ରେ ହୋଇଥିବା ହିଂସାରେ ପୀଡ଼ିତ ପରିବାରଙ୍କୁ ବଡ଼ ଆଶ୍ୱସ୍ତି ଦେଇଛନ୍ତି। ସରକାର ବିସ୍ଥାପିତ ପରିବାରଙ୍କ ପାଇଁ ବୁଧବାର ସ୍ଥାୟୀ ଆବାସ ଯୋଜନା ଘୋଷଣା କରିଛନ୍ତି। ହିଂସା ସମୟରେ ଯେଉଁମାନଙ୍କ ଘରେ ନିଆଁ ଲଗାଇ ଦିଆଯାଇଥିଲା କିମ୍ବା ଘର କ୍ଷତିଗ୍ରସ୍ତ ହୋଇଥିଲା, ସେମାନେ ଏହି…

ମଣିପୁର ହିଂସା: ଗୃହ ମନ୍ତ୍ରଣାଳୟର ବଡ଼ କାର୍ଯ୍ୟାନୁଷ୍ଠାନ, ୯ ମେତେଇ ଉଗ୍ରବାଦୀ ସଙ୍ଗଠନ ବ୍ୟାନ୍‌

ମଣିପୁରରେ ହୋଇଥିବା ହିଂସା ଭିତରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସୋମବାର ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ମେତେଇ ଉଗ୍ରବାଦୀ ସଙ୍ଗଠନ ‘ପିପୁଲ୍ସ ଲିବରେସନ୍ ଆର୍ମି (PLA)’କୁ ୫ ବର୍ଷ ପାଇଁ ବେଆଇନ ଘୋଷଣା କରିଛି ମନ୍ତ୍ରଣାଳୟ। PLAର ପଲିଟିକାଲ୍‌ ଓ୍ଵିଙ୍ଗ୍‌ ରିଭୋଲ୍ୟୁସନାରୀ ପିପୁଲ୍ସ…

ମଣିପୁରରେ ପୁଣି ହିଂସା, ଇମ୍ଫାଲ୍‌ରେ ୨ ଘରେ ଲଗାଇଦେଲେ ନିଆଁ; ଚଳାଇଲେ ଅନେକ ରାଉଣ୍ଡ୍‌ ଗୁଳି

ମଣିପୁରରେ ପୁଣି ହିଂସା ଆରମ୍ଭ ହୋଇଛି। ରାଜ୍ୟର ଇମ୍ଫାଲ୍‌ ପଶ୍ଚିମ ଜିଲ୍ଲାରେ ଦୁଇଟି ଘରେ ନିଆଁ ଲଗାଇ ଦିଆଯାଇଛି। ଏହା ବ୍ୟତୀତ ଅନେକ ରାଉଣ୍ଡ୍‌ ଗୁଳି ମଧ୍ୟ ଚଳାଯାଇଛି। ପୋଲିସ କହିଛି ଯେ ବୁଧବାର ରାତି ପ୍ରାୟ ୯ଟା ବେଳେ ପଟସୋଇ ଥାନା ନ୍ୟୁ କିଥେଲ୍‌ମନବି ଅଞ୍ଚଳରେ ଏହି ଘଟଣା ଘଟିଛି।…

ମଣିପୁର ହିଂସା: ସିଏମ୍‌ ଏନ୍‌ ବିରେନ୍‌ ସିଂଙ୍କ ବହିଷ୍କାର ଦାବି କଲେ ମଲ୍ଲିକାର୍ଜୁନ ଖଡ୍‌ଗେ; କହିଲେ, ‘ସେ ଜଣେ…

ହିଂସାର କବଳରୁ ମୁକୁଳି ପାରୁନାହିଁ ଦେଶର ଉତ୍ତର-ପୂର୍ବ ରାଜ୍ୟ ମଣିପୁର। କିଛି ଦିନ ଶାନ୍ତି ପରେ ରାଜ୍ୟରେ ଇଣ୍ଟରନେଟ୍ ସେବା ପୁନଃସ୍ଥାପିତ ହେବା ପରେ ଏବେ ପୁଣି ସୋସିଆଲ ମିଡିଆରେ ଦୁଇ ଛାତ୍ରଛାତ୍ରୀଙ୍କ ହତ୍ୟାର ଫଟୋ ଭାଇରାଲ ହୋଇଛି। ଫଟୋ ଭାଇରାଲ ପରେ ପୁଣିଥରେ ଇଣ୍ଟରନେଟ୍ ସେବାକୁ ବନ୍ଦ…

ମଣିପୁର: ଇଣ୍ଟରନେଟ ସେବା କାର୍ଯ୍ୟକ୍ଷମ ହେବା ପରେ ସୋସିଆଲ ମିଡିଆରେ ଘୁରି ବୁଲୁଛି ଦୁଇ ନିଖୋଜ ଛାତ୍ରଙ୍କ ମୃତଦେହ ଫଟୋ

ହିଂସା ପ୍ରଭାବିତ ମଣିପୁରରେ ଇଣ୍ଟରନେଟ୍ ସେବା ପୁଣି କାର୍ଯ୍ୟକ୍ଷମ ହୋଇଛି । ଇଣ୍ଟରନେଟ ସେବା କାମ କରିବା ପରେ ଜୁଲାଇ ମାସରେ ଦୁଇ ନିଖୋଜ ଛାତ୍ରଙ୍କ ମୃତଦେହର ଫଟୋ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି ଯେ,…

ମଣିପୁରରେ ପୁଣି ହିଂସା: ବିଲରେ କାମ କରୁଥିବା କୃଷକମାନଙ୍କ ଉପରକୁ ଗୁଳିକାଣ୍ଡରେ ୨ ମୃତ, ୪ ଗିରଫ

ମଣିପୁରର ବିଷ୍ଣୁପୁର ଜିଲ୍ଲା ଅନ୍ତର୍ଗତ ନରଣସୈନାରେ ଗୁଳିକାଣ୍ଡରେ ୨ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ୭ଜଣ ଆହତ ହୋଇଛନ୍ତି । ଗଣମାଧ୍ୟମ ରିପୋର୍ଟରେ ମଧ୍ୟ ଉଲ୍ଲେଖ ଅଛି, ବିଷ୍ଣୁପୁର-ଚୁରାଚାନ୍ଦପୁର ସୀମାନ୍ତ ଅଞ୍ଚଳ ସଂଲଗ୍ନ ନରଣସୈନାରେ ବିଲରେ କାମ କରୁଥିବା କିଛି କୃଷକମାନଙ୍କ…

ମଣିପୁର ହିଂସା: ତଦନ୍ତ ପାଇଁ ୨୯ ମହିଳା ଅଫିସର୍‌ଙ୍କ ସମେତ ୫୩ ଅଧିକାରୀଙ୍କୁ ମୁତୟନ କଲା CBI

ମଣିପୁର ହିଂସା ମାମଲାର ତଦନ୍ତ ପାଇଁ CBI ବୁଧବାର ସମସ୍ତ ର‍୍ୟାଙ୍କ୍‌ର ୨୯ ମହିଳା ଅଫିସର୍‌ଙ୍କ ସମେତ ୫୩ ଜଣ ଅଧିକାରୀଙ୍କୁ ମୁତୟନ କରିଛି। ସିବିଆଇ ଅଧିକାରୀମାନେ କହିଛନ୍ତି ଯେ ଉପ ମହାନିରୀକ୍ଷକ ର‍୍ୟାଙ୍କ୍‌ର ୩ ଅଧିକାରୀ ରାଜ୍ୟରେ ହିଂସା ମାମଲାର ତଦନ୍ତ ପାଇଁ ନିଜ ଟିମ୍‌ର ନେତୃତ୍ୱ ନେବେ।…

ମଣିପୁରରେ ପୁଣି ହିଂସା, ଦିନ ତମାମ ଗ୍ରେନେଡ ଓ ମୋର୍ଟାର ମାଡ

ମଣିପୁରରେ ପୁଣି ତେଜୁଛି ହିଂସା। ଦିନ ତମାମ ଚାଲିଛି ଗ୍ରେନେଡ ଓ ମୋର୍ଟାର ମାଡ । ଦୁଇ ପକ୍ଷ ମଧ୍ୟରେ ପୁଣି ଆରମ୍ଭ ହୋଇଛି ଭୟଙ୍କର ସଂଘର୍ଷ। ବିଷ୍ଣୁପୁର ଓ ଚୁରାଚାନ୍ଦପୁର ସୀମା ଅଶାନ୍ତ ହୋଇ ଉଠିଛି। ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫ରୁ ଅଧିକ ଆହତ ହୋଇଛନ୍ତି। ଶନିବାର ଭୋରରୁ ବିଷ୍ଣୁପୁର…

ମଣିପୁରର ‘ମିରାକିଲ ମ୍ୟାନ୍’ IAS ଆର୍ମଷ୍ଟ୍ରଙ୍ଗ ପାମେ

IAS ବନିବା ଥାଏ ଅନେକଙ୍କ ସ୍ବପ୍ନ । ଦେଶ ପାଇଁ ନିଜ ଅଂଚଳ ପାଇଁ କିଛି କରି ଦେଖାଇବାର ଇଚ୍ଛା ଏହି ପଦବୀ ମାଧ୍ୟମରେ ଟିକେ ସହଜ ହୋଇଯାଏ। ନିଜ ସ୍ୱପ୍ନକୁ ବାସ୍ତବ ରୂପରେଖ ଦେବାପାଇଁ ଏଭଳି ଜଣେ IAS ଙ୍କ ବିଷୟରେ ଆମେ ଆପଣଙ୍କୁ କହିବୁ । ମଣିପୁରର ପ୍ରଥମ IAS , ଯିଏ କି ଅଛନ୍ତି ଏବେ ପୁରା…

ଥମୁନି ମଣିପୁର ହିଂସା, ପୁଣି ବିଷ୍ଣୁପୁରରେ ପରିବାରର ୩ ଜଣଙ୍କୁ ହତ୍ୟା

ମଣିପୁରରେ ଲଗାତାର ୩ ମାସ ହେଲାଣି ହିଂସା ଜାରି ରହିଛି । ଏହା ମଧ୍ୟରେ ମୈତେଈ ଏବଂ କୁକି ସମୁଦାୟର ଲୋକ ପରସ୍ପରକୁ ଆକ୍ରମଣ କରିବାରେ ଲାଗିଛନ୍ତି । ବିଷ୍ଣୁପୁରରେ ଉପଦ୍ରବକାରୀମାନେ ମୈତେଈ ସମ୍ପ୍ରଦାୟର ଗୋଟିଏ ପରିବାରର ତିନିଜଣଙ୍କୁ ହତ୍ୟା କରିଛନ୍ତି । କିଛି ଲୋକ ବଫର ଜୋନ ଅତିକ୍ରମ କରି…