ନବରଙ୍ଗପୁର: ମୃତଦେହକୁ କାନ୍ଧ ଦେଇ ଚର୍ଚ୍ଚାରେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ
ନବରଙ୍ଗପୁର(କେନ୍ୟୁଜ୍): କୋକେଇ କାନ୍ଧେଇଲେ ବିଧାୟକ ମନୋହର ରନ୍ଧାରୀ। ମୃତଦେହକୁ କାନ୍ଧ ଦେଇ ଚର୍ଚ୍ଚାକୁ ଆସିଛନ୍ତି ଡାବୁଗାଁ ବିଧାୟକ। ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ କେନ୍ଦୁଗୁଡ଼ା ଗାଁରେ ଇନ୍ଦ୍ର ଗୌଡ଼ଙ୍କ ମୃତ୍ୟୁ ଘଟିଥିଲା। ଇନ୍ଦ୍ର ଅତ୍ୟନ୍ତ ଗରିବ ଥିବାରୁ ତାଙ୍କ ସତ୍କାର ପାଇଁ…